ମଣିଷ କେବେ ଅସୁନ୍ଦର ହୋଇନଥାଏ ବରଂ ଗରିବ ହୋଇଥାନ୍ତି ବୋଲି ପ୍ରମାଣ କରିଛନ୍ତି ଭାରତର ଏହି ଖେଳାଳି ମାନେ ଏବଂ ପଇସା ମଣିଷ କୁ ବହୁତ ସୌଂଧର୍ଯ୍ୟ ପୂର୍ଣ୍ଣ କରିଦିଏ ବୋଲି ପ୍ରମାଣ ମଧ୍ୟ କରିଛନ୍ତି ଏହି ଖେଳାଳିମାନେ। ଏହି କ୍ରିକେଟର ଙ୍କ ଫଟୋ କୁ ଦେଖିଲେ ଆପଣ ମଧ୍ୟ ଏହା ହିଁ କହିବେ । ତେବେ ଆସନ୍ତୁ ଆଜି ସେହି ଖେଳାଳିଙ୍କ ବିଷୟରେ ଜାଣିବା ଯାହାଙ୍କର କି ଅତ୍ୟଧିକ ଧନ ଅର୍ଜନ ପରେ ସୌନ୍ଦର୍ଯ୍ୟ ରେ ମଧ୍ୟ ପରିବର୍ତନ ଆସିଛି ।
ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା ନିଜର ଘାତକ ଓ ପ୍ରଶଂସନୀୟ ଖେଳ ଯୋଗୁଁ ସେ ବହୁତ ଖ୍ୟାତି ଅର୍ଜନ କରୁଛନ୍ତି । ପିଲା ବେଳରୁ ସେ ବହୁତ ଗରିବ ଥିଲେ ଓ ଦେଖିବାକୁ ମଧ୍ୟ ସେତେ ସ୍ମାର୍ଟ ମଧ୍ୟ ନ ଥିଲେ । କିନ୍ତୁ ଟଙ୍କା ଅର୍ଜନ କରିବା ମାତ୍ରେ ତାଙ୍କ ଜୀବନ ଶୈଳୀ ରେ ବହୁତ ପରିବର୍ତ୍ତନ ଆସିଛି । ଫୋଟ ଦେଖି ଆପଣ ନିଶ୍ଚୟ ଜାଣିପାରୁଥିବେ।
ବିରାଟ କୋହଲି
କ୍ରିକେଟ ଜଗତ ର ଶ୍ରେଷ୍ଠ ଖେଳାଳି ଭାବରେ ଜଣାଶୁଣା ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ ରୁ ସେତେ ସ୍ଵାସ୍ତ୍ୟ ବାନ କି ହ୍ୟାଣ୍ଡସମ ନଥିଲେ। କିନ୍ତୁ ସମୟକ୍ରମେ ବଦଳି ଯାଇଛନ୍ତି ଏବଂ ପୂର୍ବ ଠାରୁ ବହୁତ ହ୍ୟାଣ୍ଡସମ ମଧ୍ୟ ଦେଖାଯାଉଛନ୍ତି ।
ହାର୍ଦିକ ଓ କୁର୍ଣ୍ଣଲ ପାଣ୍ଡିଆ
ଆପଣ ଜାଣିଥିବେ ଭାରତୀୟ ଟିମ ର ଅଲ୍ରାଉଣ୍ଡର ଖେଳାଳି ହାର୍ଦିକ ଓ କୁର୍ଣ୍ଣଲ ପାଣ୍ଡିଆ ପୂର୍ବରୁ ଏମିତି ହ୍ୟାଣ୍ଡସମ ଦେଖାଯାଉନଥିଲେ କିନ୍ତୁ ଯେମିତି ଦିନ ପରେ ଦିନ ବଢି ଚାଲିଲା ଓ ତାଙ୍କ କେରିୟର ରେ ସେମିତି ପଇସା ପରେ ପଇସା ଆସିବାକୁ ଲାଗିଲା ।
ଏବଂ ସେ ଆଇପିଏଲ ରୁ ମୋଟା ଅଙ୍କର ଦରମା ସହ ବିଭିନ୍ନ ପ୍ରକାର ଟିଭି ପ୍ରମୋସନ ଓ ବିଭିନ କମ୍ପାନୀର ଆମ୍ବାସଡର ଭାବରେ କାର୍ଯ୍ୟ କରିବା ପରେ ଦିନକୁ ଦିନ ମୋଟା ଅଙ୍କର ଅର୍ଥ ରାଶି ମଧ୍ୟ ପାଉଛନ୍ତି । ଏବଂ ପଇସା ଆସିବା ପରେ ତାଙ୍କ ମଧ୍ୟରେ ବହୁତ ପରିବର୍ତନ ମଧ୍ୟ ଦେଖାଦେଇଛି ।