ଆପଣଙ୍କର ପାଖରେ ଅଛି ଏହି 20 ଟଙ୍କା ନୋଟ୍ ? ଘରେ ବସି ହଜାର ହଜାର ରୋଜଗାର କରିପାରିବେ, ଜାଣନ୍ତୁ କିପରି

ଆସୋସିଏଟ୍ ୱେବସାଇଟ୍ ଡିଏନ୍ଏର ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) 12 ଟି ଭିନ୍ନ ଭିନ୍ନ ନାମରେ ଭାରତୀୟ ମୁଦ୍ରା ନୋଟ୍ ଜାରି କରିଛି। ଏଥିରେ 20 ଟଙ୍କା ମୂଲ୍ୟର ନୋଟ୍ ଅନ୍ତର୍ଭୁକ୍ତ ଥିଲା। ନିୟମ ଅନୁଯାୟୀ, ମୁଦ୍ରଣର ତାରିଖ ଏବଂ ପ୍ରତ୍ୟେକ ନୋଟର ବୈଧତା ବର୍ଷ ବିଷୟରେ ଉଲ୍ଲେଖ କରାଯିବା ଉଚିତ୍। କିନ୍ତୁ, ଦୁର୍ଭାଗ୍ୟ ବଶତଃ ଅନେକ ନୋଟ୍ ତାରିଖ ଏବଂ ବର୍ଷ ସହିତ ପ୍ରିଣ୍ଟ ହୋଇପାରିନଥିଲା।

ଯେତେବେଳେ ଏହା ସତ୍ୟତା ସାମ୍ନାକୁ ଆସିଲା ୨୦୦୫ ମସିହାରେ ଏହି ୨୦ ଟଙ୍କିଆ ନୋଟ କୁ ଲୋକଙ୍କ ଠାରୁ ଫେରେଇନିଆଗଲା ଏବଂ ଏହାର ବଦଳରେ ଲୋକଙ୍କୁ ନୂଆ ସେଇ ଡିଜାଇନର ୨୦ ଟଙ୍କିଆ ନୋଟ ଦିଆଗଲା। ଏହି ନୋଟ ରେ ବୈଧତାର ତାରିଖ ଓ ଛାପିବାର ତାରିଖ ଉଭୟ ଉଲ୍ଲେଖ କରାଯାଇଥିଲା।

ଏହା ସତ୍ୱେ ଆଜିବି ବିନା ପ୍ରିଣ୍ଟ ହୋଇଥିବା ଅନେକ ନୋଟ ଲୋକମାନଙ୍କ ପାଖରେ ଅଛି। ଏବେ ଏହି ନୋଟ କୁ ଫେରାଇ ଆପଣମାନେ ଘରେ ବସି ହଜାର ହଜାର ନୋଟ ପାଇପାରିବେ।

ପ୍ରଥମତଃ ଆପଣଙ୍କୁ Leftovercurreny.com ୱେବ୍ସାଇଟ କୁ ଯିବାକୁ ହେବ ଏବଂ ‘Add to Wallet’ କୁ କ୍ଲିକ କରିବାକୁ ହେବ ଏବଂ ଏହା ପରେ ଆପଣଙ୍କ ପାଖରେ କେତୋଟି ବିନା ପ୍ରିଣ୍ଟ ହୋଇଥିବା ତାରିଖ-ବର୍ଷ ନୋଟ ଅଛି ଜଣାଇବାକୁ ପଡିବ। ଆପଣ ଯେତେବି ୨୦ ଟଙ୍କିଆ ଏକାଠି କରିବେ ଆପଣଙ୍କ ଆକାଉଣ୍ଟ ରେ ସେତେ ଟଙ୍କା ଯୋଡିହୋଇ ଚାଲିବ। ଏହି ଟ୍ରାଜେକ୍ସନର ୫ଦିନ ମଧ୍ୟରେ ଆପଣାକୁ ଆପଣଙ୍କ ଟଙ୍କା ମିଳିଯିବ।

Leave a Reply

Your email address will not be published. Required fields are marked *