ଆଜି ଆମେ ଆପଣଙ୍କୁ ବଲିଉଡ ର କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ, ଯେଉଁମାନେ ବଲିଉଡ ର ଦୁନିଆ ରେ ଏକ ଅଲଗା ଜାଗା ବନେଇଛନ୍ତି । ସେମାନେ ନିଜର ସବୁ ଫିଲ୍ମରେ କିସିଙ୍ଗ ସୀନ କରିଛନ୍ତି । ଏଥିରୁ ଜଣାପଡ଼ୁଛି କି ତାଙ୍କୁ କିସିଙ୍ଗ ସୀନ କରିବାରେ କୌଣସି ଅସୁବିଧା ନାହିଁ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ନାମ
- କଟ୍ରିନା କେଫ :-

ବଲିଉଡ ଇଣ୍ଡଷ୍ଟ୍ରି ର ଟାଇଗର ଗର୍ଲ ଙ୍କୁ ତ ଆପଣ ଭଲରେ ଜାଣିଥିବେ । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘ଭାରତ’ ବକ୍ସ ଅଫିସ ରେ ବ୍ଲକବଷ୍ଟର ସାବ୍ୟସ୍ତ ହେଲା । କଟ୍ରିନା ନିଜ ବଲିଉଡ କ୍ୟାରିୟର ରେ ବହୁତ ଫିଲ୍ମରେ କାମ କରିଛନ୍ତି । କଟ୍ରିନା ପାଖାପାଖି ସବୁ ଫିଲ୍ମରେ କିସିଙ୍ଗ ସୀନ ଦେଇଛନ୍ତି ।
- ଆଲିଆ ଭଟ୍ଟ :-

ଆଲିଆ ଭଟ୍ଟ ଜଣା ଶୁଣା ନିର୍ମାତା ମହେଶ ଭଟ୍ଟ ଙ୍କ ଝିଅ ଅଟନ୍ତି । ଆଲିଆ ଭଟ୍ଟ ଙ୍କୁ ବଲିଉଡ ର ପାଠକ କ୍ୱିନ ମଧ୍ୟ କୁହାଯାଉଛି । ସେ ନିଜ ଫିଲ୍ମ କ୍ୟାରିୟର ‘ସ୍ଟୁଡେଣ୍ଟ ଅଫ ଦ ଇୟର’ ରୁ ଆରମ୍ଭ କରିଥିଲେ । ସେ ନିଜ ପ୍ରଥମ ଫିଲ୍ମରେ ହିଁ Siddharth Malhotra ଙ୍କୁ କିସ କରିଥିଲେ । ଆଲିଆ ନିଜର ସବୁ ଫିଲ୍ମରେ କିସିଙ୍ଗ ସୀନ ଦେଇଛନ୍ତି ।
- ଶ୍ରଦ୍ଧା କପୁର :-

ବଲିଉଡ ଜଗତ ର ଜଣା ଶୁଣା ଅଭିନେତା ଶକ୍ତି କପୁର ର ଝିଅ ଶ୍ରଦ୍ଧା କପୁର ବଲିଉଡ ରେ ନିଜର ଏକ ଅଲଗା ପରିଚୟ ବନେଇଛନ୍ତି । ଶ୍ରଦ୍ଧା କପୁର ବର୍ତମାନ ବଲିଉଡ ର ସବୁଠୁ ଅଧିକ କିସ ନେଇଥିବା ଆକ୍ଟ୍ରେସ ଅଟନ୍ତି । ସେ ଆଦିତ୍ୟ ରାୟ କପୁର ଙ୍କ ସହ ଫିଲ୍ମ ‘ଆଶିକୀ 2’ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ନିଜର ପ୍ରଥମ ଫିଲ୍ମରେ ଆଦିତ୍ୟ ରାୟ କପୁର ଙ୍କୁ କିସ କରିଥିଲେ ।
- ମଲ୍ଲିକା ଶେରାବତ :-

ବଲିଉଡ ଜଗତ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଙ୍କୁ କିଏ ଭୁଲିପାରିବ । ଆମକୁ ଲାଗୁଛି କି, ବଲିଉଡ ରେ କିସିଙ୍ଗ ର ଟ୍ରେଣ୍ଡ ମଧ୍ୟ ମଲ୍ଲିକା ହିଁ କରିଥିବେ । ସେ ନିଜର ସବୁ ଫିଲ୍ମରେ କିସିଙ୍ଗ ସୀନ କରିଛନ୍ତି । କିନ୍ତୁ ବର୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୁରେଇ ଅଛନ୍ତି ।
- ପରିଣୀତି ଚୋପଡା :-

ବଲିଉଡ ର କ୍ୟୁଟ ଓ ସୁନ୍ଦର ଅଭିନେତ୍ରୀ ପରିଣୀତି ଙ୍କୁ ତ ଆପଣ ଭଲରେ ଜାଣିଥିବେ । ସେ ରନବୀର ସିଂ ଙ୍କ ସହ ଫିଲ୍ମ ‘Ladies vs Ricky Bahl’ ରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ପରିଣୀତି ମଧ୍ୟ ପାଖାପାଖି ସବୁ ଫିଲ୍ମରେ କିସିଙ୍ଗ ସୀନ କରିଛନ୍ତି ।