ସଂସ୍କାର : ଆମ ଦେଶରେ ଅନେକ ଠକ ବା ଭଣ୍ଡ ବାବା ରହିଛନ୍ତି। କିଛି ଲୋକମାନେ ଏହି ବାବାଙ୍କ ମୋହରେ ପଡି ନିଜର ସବୁ କିଛି ହରାଉଛନ୍ତି। ଯାହା ପାଇଁ ତାଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡୁଛି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଭଣ୍ଡ ବାବାଙ୍କ କଳା କାରନାମା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ବିଶ୍ଵାସ କରି ପାରିବେ ନାହି ।
ଏହି ଭାଇରାଲ୍ ଭିଡିଓରେ ଜଣେ ଭଣ୍ଡ ବାବା ଗୋଟେ ଝିଅ ସହ ଏପରି ଆଚରଣ କରୁଛି ଯାହା ନିନ୍ଦନୀୟ ଅଟେ। ସେହି ଝିଅ ଦେହରେ କୌଣସି ଆତ୍ମା ଥିବାରୁ ସେହି ଭଣ୍ଡ ବାବା ତାକୁ ବାହର କରିବା ପାଇଁ ଝିଅ ସହ ଏପରି ଖରାପ ବ୍ୟବହାର କରୁଛି ଯାହାକୁ ଝିଅର ବାପା ନିଜେ ଦେଖିବା ସତ୍ବେ ମଧ୍ୟ କୌଣସି ପ୍ରତିବାଦ କରୁନାହି।
ଅନ୍ୟ ଏକ ଭିଡିଓରେ ଜଣେ ଠକ ବାବା ନିଜ ଝିଅ ବୟସର ଝିଅ ମାନଙ୍କ ଦ୍ଵାରା ତେଲ ମାଲିସ କରୁଛି ଯାହା ଦେଖିବାକୁ ବହୁତ ଲଜ୍ୟାଜନକ ଅଟେ । ସେ ବାବା ଜଣକ ତେଲ ମାଲିଶ କରିବା ସହ ଝିଅ ମାନଙ୍କ ସହ ଖରାପ ଆଚରଣ କରୁଥିବାର ମଧ୍ୟ ନଜର ଆସୁଛି। ଅନ୍ୟ ଏକ ଭିଡିଓରେ ଜଣେ ବାବା ମହିଳା ମାନଙ୍କୁ କିସ କରି ସେମାନଙ୍କର କୌଣସି ଶାରୀରିକ ବା ମାନସିକ ରୋଗ ଥିଲେ ଭଲ କରିବାର ନଜର ଆସୁଛି । ସେଥିପାଇଁ ସେ ବାବାକୁ କିସିଙ୍ଗ ବାବା କୁହା ଯାଉଛି।