ଭିଟାମିନ D ପାଇବା ପାଇଁ ସୂର୍ଯ୍ୟାଲୋକରେ ବସିବାର ସଠିକ ସମୟ ଜାଣନ୍ତୁ…

ଶରୀରରେ ଭିଟାମିନ ଡି ର ଅଭାବରେ ଅନେକ ପ୍ରକାରର ରୋଗ ହୋଇଥାଏ। ଆସନ୍ତୁ ଜାଣିବା ଆପଣ ନିଜ ଶରୀରରେ ଭିଟାମିନ ଡି ର ମାତ୍ର କିପରି ବଢ଼ାଇପାରିବେ?

ଭିଟାମିନ ଡ଼ି ର ଅଭାବକୁ ପୁର୍ଣ କରିବା ପାଇଁ ସୂର୍ଯ୍ୟ କିରଣ ଲାଭବାନ ହୋଇଥାଏ।

ହେଲଥ ଏକ୍ସପର୍ଟସ ଅନୁଯାୟୀ ଦୈନିକ 20 ରୁ 30 ମିନିଟ ଖରାରେ ରହିଲେ ଶରୀରରେ ଥିବା ଭିଟାମିନ ଡି ର ଅଭାବକୁ ପୁର୍ଣ କରାଯାଇପାରିବ।

ଖରାଦିନେ ଭିଟାମିନ ଡି ପାଇବା ପାଇଁ ସକାଳ 8 ପୂର୍ବରୁ ଖରାରେ ରହିବ ଉଚିତ।

ଧ୍ୟାନ ରଖନ୍ତୁ ଖରାଦିନେ ଅଧିକ ଟାଣ ଖରାରେ ରହିବା ଉଚିତ ନୁହେଁ, ନଚେତ ଆପଣ ରୋଗାଅଗ୍ରସ୍ତ ହୋଇପାରନ୍ତି।

ଖରାଦିନେ 20 ମିନିଟ ଖରାରେ ରହିବା ଯଥେଷ୍ଟ, କିନ୍ତୁ ଶୀତ ଦିନେ 1-2 ଘଣ୍ଟା ଖରାରେ ରହିପରିବେ।

ରିସର୍ଚ୍ଚ ଅନୁଯାୟୀ ଶୀତଦିନେ ଖ୍ରାବେଳ ସମୟରେ ସନବାଥ ନେବା ବହୁତ ଭଲ।

ଶୀତଦିନେ ଆପଣ 12-2 ପର୍ଯ୍ୟନ୍ତ ଖରାରେ ବସିପାରିବେ।

ଖରାରେ ରହିବା ସହିତ ଆପଣଙ୍କୁ ଖାଦ୍ୟରେ ଭିଟାମିନ ଡ଼ି ଯୁକ୍ତ ଖାଦ୍ୟକୁ ସାମିଲ କରିବାକୁ ପଡିବ।