ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଅଜଗରର ଅଣ୍ଡା, ଦେଖନ୍ତୁ ଭିଡ଼ିଓ

ସଂସ୍କାର : ଏକ ଭାଇରାଲ ଭିଡ଼ିଓରେ ଏକ କୋବ୍ରା ତାର ଅଣ୍ଡା ସହ ତଳେ ଶୋଇରହିଥିବାର କ୍ୟାମେରାରେ କଏଦ ହୋଇଛି । ଏହି ସାପ ସାଧାରଣତଃ ଦକ୍ଷିଣ ଏସିଆରେ ଦେଖାଯାଇଥାଏ । ମୋନୋକଲେଡ଼ ସାପ ଏଭଳି ଏକ ଜାତୀୟ ସାପ ଯିଏ କି ସବୁ ପ୍ରକାର ସ୍ଥାନରେ ରହିପାରେ। ଏହି ସାପ ଦୁନିଆର ସବୁଠାରୁ ବିଷଧର ସାପ ଭାବେ ପରିଗଣିତ ହୋଇଛି।

ଏହି ବିପଜ୍ଜନକ ତଥା ସମ୍ଭାବ୍ୟ ମାରାତ୍ମକ ସାପଗୁଡିକ ଚୀନ୍, ଭାରତ, ଭିଏତନାମ, ନେପାଳ, ଏବଂ କାମ୍ବୋଡିଆରେ ଦେଖିବାକୁ ମିଳେ, ଏହା ସହିତ ମାଲେସିଆ, ବାଂଲାଦେଶ, ଭୁଟାନ, ଲାଓସ୍, ମିଆଁମାର, ଏବଂ ଥାଇଲ୍ୟାଣ୍ଡରେ ମଧ୍ୟ ଦେଖିବାକୁ ମିଳେ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *