ଦେଖନ୍ତୁ ଭାଇରାଲ୍ ଭିଡ଼ିଓ, ଶାଶୁଘରେ ବଡ଼ ଜା’ ଓ ନଣନ୍ଦଙ୍କ ସହିତ କିପରି ହଟ୍ ଡ୍ୟାନ୍ସ କରୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା

actress archita s hot dances video goes viral

ସଂସ୍କାର : ସୋସିଆଲ୍ ମିଡ଼ିଆରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ସିନେ କଳାକାରମାନେ। ସେମାନେ ନିଜର ଲାଇଫ୍ ଷ୍ଟାଇଲ ଆଉ ନିଆରା କାମ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି। କେତେକ ଅଭିନେତ୍ରୀ ଓ ଅଭିନେତା ନିଜର ସୁକର୍ମ ପାଇଁ ଲୋକଲୋଚନକୁ ଆସିଥିବା ବେଳେ , କେତେକ ଅଭିନେତ୍ରୀ ଓ ଅଭିନେତା ସମାଜରେ ଖରାପ କାମ କରି ନ୍ୟୁଜର ହେଡଲାଇନରେ ରୁହନ୍ତି। ଆଉ କିଛି ଅଭିନେତା ଆଉ ଅଭିନେତ୍ରୀ ନିଜର ଡ୍ୟାନ୍ସ ଆଉ ଗୀତ ଗାଇବା ଶୈଳୀକୁ ନେଇ ଚର୍ଚ୍ଚାରେ ରୁହନ୍ତି।

ଏହି କ୍ରମରେ ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତା ବର୍ତ୍ତମାନ ନିଜର ହଟ୍ ଡ୍ୟାନ୍ସକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ନିଜ ଶାଶୁଘରେ ସେ ଇନଷ୍ଟା ରିଲ୍ ରେ ଏହି ଡ୍ୟାନ୍ସ କରିଛନ୍ତି। ସେ ନିଜର ଜା’ ଙ୍କ ସହିତ ମିଶି ଏହି ଇନଷ୍ଟା ରିଲ୍ ପ୍ରସ୍ତୁତ କରିଛନ୍ତି।

ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ପାଇଁ ପ୍ରସିଦ୍ଧ ଥିବା ବେଳେ, ବର୍ତ୍ତମାନ ତାଙ୍କର ଏହି ଡ୍ୟାନ୍ସ ଓଡ଼ିଶାର ସୋସିଆଲ୍ ମିଡ଼ିଆରେ ନିଆଁ ଲଗାଇ ସାରିଲାଣି। ତେବେ ଅର୍ଚ୍ଚିତାଙ୍କର ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ତାଙ୍କର ଶୁଭେଚ୍ଛୁ ଆଉ ପ୍ରଶଂସକ ମାନେ ବହୁତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ରାଜ୍ୟର ଏକ ଚର୍ଚ୍ଚିତ ଓ୍ବେବ୍ ପୋର୍ଟଲର ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟିରେ ନିଜ ନଣନ୍ଦ ଆଉ ଜା’ଙ୍କ ସହିତ ଦେଖା ଦେଇଛନ୍ତି। ଆଉ ଏମାନଙ୍କର ସହିତ ସେ ହଟ୍ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଓଡିଶାର ଅନେକ ଜନସାଧାରଣ ଏହି ଭିଡ଼ିଓ ଦେଖିବା ପରେ ଭିଡିଓଟିକୁ ବହୁତ ଭଲ କହିବା ସହିତ ପସନ୍ଦ ବି କରିଛନ୍ତି।

ଅନ୍ୟପଟେ ଏହି ଭିଡ଼ିଓ ଅର୍ଚ୍ଚିତା , ତାଙ୍କ ନଣନ୍ଦ, ସ୍ୱାମୀ ସବ୍ୟସାଚୀ ଆଉ ଜା’ଙ୍କ ସହିତ ମିଶି ତିଆରି କରିଛନ୍ତି। ଆଉ ଏହି ଭିଡିଓରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।ତେବେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେଉଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *