ଲିଙ୍ଗ ପରିବର୍ତ୍ତନ କରିବା ଦ୍ୱାରା ଭଗବାନଙ୍କୁ ଆମେ ଅପମାନ କରୁଛୁ, କାହିଁକି ଏମିତି କହିଲେ ଏହି କିନ୍ନର, ଦେଖନ୍ତୁ ଭିଡ଼ିଓ

ସଂସ୍କାର : ଭଗବାନ ମନୁଷ୍ୟ ସମାଜକୁ ତିନି ଭାଗରେ ବିଭକ୍ତ କରିଛନ୍ତି। ଯେମିତିକି ପୁରୁଷ, ମହିଳା ଏବଂ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ। କିନ୍ତୁ ଆଜିର ମଣିଷ ନିଜର ସୌଖୀନୀ ଆଉ ଇଛା ଶକ୍ତିକୁ ପୂରଣ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରୁଥିବା ଅନେକ ଖବର ଗଣମାଧ୍ୟମରେ ଶୁଣିବାକୁ ଅବା ଦେଖିବାକୁ ମିଳୁଛି।

ତେବେ ଏହାକୁ ନେଇ ଜଣେ କିନ୍ନର ନିଜର ମତ ଦେଇଛନ୍ତି। ରାଜ୍ୟର ଏକ ଗଣମାଧ୍ୟମକୁ ସେ ଏହା କହିଛନ୍ତି ଯେ, ଲିଙ୍ଗ ପରିବର୍ତ୍ତନ କରିବା ଦ୍ୱାରା ଆମେ ଭଗବାନଙ୍କୁ ଅପମାନ କରୁଛନ୍ତି। ପ୍ରକୃତି ଆମକୁ ଯେଉଁ ରୂପ ଦେଇଛି ଆମେ ସେମିତି ହିଁ ରହିଲେ ସୁନ୍ଦର ଦେଖାଯିବା।

ସେ ଆହୁରି ବି କହିଛନ୍ତି ଯେ, ପ୍ରକୃତି ଯେଉଁଭଳି ସୁନ୍ଦର ଆଖି, ସୁନ୍ଦର କାନ, ସୁନ୍ଦର ଶରୀର ଆହୁରି ଅନେକ ଜିନିଷ ଦେଇଛନ୍ତି। ଏହାକୁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ପରିବର୍ତ୍ତନ କରିବା ଅନୁଚିତ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *