ଏହିଭଳି ନିଅନ୍ତୁ ନିଜ କେଶର ଯତ୍ନ , ପଢ଼ନ୍ତୁ ରିପୋର୍ଟ…

ସଂସ୍କାର : କେଶ ପାଇଁ ଅର୍ଗାନିକ୍ ଶାମ୍ପୂ ବ୍ୟବହାର କରନ୍ତୁ। ଆପଣ ଇଣ୍ଟରନେଟ୍‌ରୁ ବିଭିନ୍ନ ପ୍ରକାରର ଅର୍ଗାନିକ୍ ଶାମ୍ପୂ ବିଷୟରେ ସବୁ ପ୍ରକାର ତଥ୍ୟ ପାଇପାରିବେ।
ସପ୍ତାହରେ ଥରେ କେଶମୂଳରେ ଦହି କିମ୍ବା କଞ୍ଚା ଖିର ଲଗାଇବେ।

ଏହା କେଶଝଡ଼ାରୁ ରକ୍ଷା କରିବା ସହ କେଶର ଘନତ୍ବ ବଢ଼ାଇଥାଏ। ଗରମ ପାଣିରେ ଟାୱେଲ୍‌କୁ ବୁଡ଼ାଇ ଭଲଭାବେ ଚିପୁଡ଼ି କେଶରେ ବାମ୍ଫ ଦିଅନ୍ତୁ। ହେୟାର ଡ୍ରାୟର୍‌ ପରିବର୍ତ୍ତେ ସାଧାରଣ ଭାବେ କେଶ ଶୁଖାଇବା ମଧ୍ୟ କେଶ ଝଡ଼ିବା କମ୍ କରେ।

Leave a Reply

Your email address will not be published. Required fields are marked *