ତୃତୀୟ ‘ଡେଥ୍ ୱାରେଣ୍ଟ’ ହେଲା ଜାରି, ଏହି ତାରିଖରେ ଦୁଷ୍କର୍ମକାରୀ ମାନଙ୍କୁ ଦିଆଯିବ ଫାଶୀ

ନିର୍ଭୟା ଗଣ ଦୁଷ୍କର୍ମକାରୀ ମାନଙ୍କୁ ପୂର୍ବରୁ କୋର୍ଟ ଦୁଇଥର ‘ଡେଥ୍ ୱାରେଣ୍ଟ’ ଜାରି କରି ଫାଶୀ ଦେବାକୁ ଆଦେଶ ଦେଇଥିଲା ମାତ୍ର ସେମାନେ ଭାରତୀୟ ଆଇନ ର ସାହାରା ନେଇ ବଞ୍ଚି ଆସୁଥିଲେ । ଏହା ହଉଛି ତୃତୀୟ ‘ଡେଥ୍ ୱାରେଣ୍ଟ’ ଯାହା କାର୍ଯ୍ୟକାରୀ ହେବ କି ନାହିଁ ତାହା ସମୟ କହିବ ।

ଏହି ‘ଡେଥ୍ ୱାରେଣ୍ଟ’ ଅନୁସାରେ ପାଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୩ ତାରିଖ ସକାଳ ୬ ଟାରେ ଦୋଷୀମାନଙ୍କୁ ଫାଶୀ ରେ ଝୁଲେଇବାକୁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *