ରାଜଧାନୀ ଭୁବନେଶ୍ଵରରେ ପୁଣି ଥରେ ମାତିଲେ ଧଳା ଜହର ବ୍ୟବସାୟୀ, ବ୍ରାଉନ ସୁଗାର ଜବତ ସହ 2 ଗିରଫ

police seized brown sugar in bhubaneswar and arrested them

ଭୁବନେଶ୍ୱର : ସାରା ରାଜ୍ୟରେ ବ୍ରାଉନସୁଗର ବେପାରୀଙ୍କ ଚେର ବ୍ୟାପିଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ବର ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କ ଆଡ୍ଡା ପାଲଟିଗଲାଣି । ଭୁବନେଶ୍ୱର ଅଞ୍ଚଳରୁ ରବିବାର କ୍ୟୁଏଟି ୬୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ରାଜଧାନୀ ଭୁବନେଶ୍ବର ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କୁ ଅଧିକାଂଶ ସମୟରେ ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ମଧ୍ୟ କରୁଛି । ଧଳାଜହର କାରବାର କରୁଥିବା ଅଭିଯୋଗରେ ଅନେକ ଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।

ସୂଚନା ମୁତାବକ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଡୁମୁଡୁମା ଓ ଖୋର୍ଦ୍ଧା ଭାଲିଆବାଡିରୁ ଗିରଫ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

Leave a Reply

Your email address will not be published. Required fields are marked *